Sanskrit is the second most popular language in Odisha after Odia language
ସଂସ୍କୃତ
ଓଡ଼ିଶାରେ ଦ୍ୱିତୀୟ ଲୋକପ୍ରିୟ ଭାଷା
*) ସଂସ୍କୃତ ଶିକ୍ଷାଦାନ ନିମନ୍ତେ ଓଡ଼ିଶାରେ ୧୭୦ଟି ସଂସ୍କୃତ ମହାବିଦ୍ୟାଳୟ ରହିଛି |
*) ସଂସ୍କୃତ ଶିକ୍ଷାଦାନ ନିମନ୍ତେ ଓଡ଼ିଶାର ୨୩ ଜିଲ୍ଲାରେ ୧୩,୩୩୨ ଟି ସିଟ୍ ରହିଛି |
*) କଳା (+୨ Art's) ପରେ ବିଦ୍ୟାର୍ଥୀଙ୍କ ଦ୍ୱିତୀୟ ପସନ୍ଦ ସଂସ୍କୃତ (ଉପଶାସ୍ତ୍ରୀ ) |
*) ବାଲେଶ୍ଵର ରେ ସର୍ବାଧିକ ୨୭ଟି , କେନ୍ଦ୍ରାପଡ଼ା ୨୬ଟି , ପୁରୀ ୨୧ଟି ଓ ଯାଜପୁରରେ ୨୧ ଟି ସଂସ୍କୃତ ମହାବିଦ୍ୟାଳୟ ରହିଛି ।
*) ବୌଦ୍ଧ, ଢେଙ୍କାନାଳ, ଝାରସୁଗୁଡ଼ା, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା , ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଗୋଟିଏ ମଧ୍ୟ ସଂସ୍କୃତ ମହାବିଦ୍ୟାଳୟ ନାହିଁ ।
*) ଅଧ୍ୟାପକ , ଅଭାବ ଯୋଗୁଁ ପ୍ରତିବର୍ଷ ଛାତ୍ର ଛାତ୍ରୀ ସଂଖ୍ୟା କମିବାରେ ଲାଗିଛି |
*) ଓଡ଼ିଶାରେ ସ୍ୱତନ୍ତ୍ର ସଂସ୍କୃତ ଶିକ୍ଷା ବ୍ୟବସ୍ଥା କୁ ଉପଶାସ୍ତ୍ରୀ ବୋଲି କୁହାଯାଏ |
*) ସଂସ୍କୃତ ଭାଷାର ବିକାଶ ପାଇଁ ଓଡିଶାରେ ଗୋଟିଏ ମାତ୍ର ସଂସ୍କୃତ ବିଶ୍ଵବିଦ୍ୟାଳୟ ରହିଛି |
*) ଶ୍ରୀ ଜଗନ୍ନାଥ ବିଶ୍ଵବିଦ୍ୟାଳୟ ୧୯୮୧ ମସିହା ରେ ସଂସ୍କୃତ ଭାଷାର ବିକାଶ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ସ୍ଥାପନ କରିଥିଲେ ।

टिप्पणियाँ
एक टिप्पणी भेजें