संदेश

sanskrit class लेबल वाली पोस्ट दिखाई जा रही हैं

The Odisha government gives priority to Sanskrit language over Odia, Hindi and English

चित्र
The Odisha government gives priority to  Sanskrit language    over Odia, Hindi and English Odisha Government is working for the development of  Sanskrit language 

Sanskrit is the second most popular language in Odisha after Odia language

चित्र
ସଂସ୍କୃତ ଓଡ଼ିଶାରେ ଦ୍ୱିତୀୟ ଲୋକପ୍ରିୟ ଭାଷା *) ସଂସ୍କୃତ ଶିକ୍ଷାଦାନ ନିମନ୍ତେ ଓଡ଼ିଶାରେ ୧୭୦ଟି ସଂସ୍କୃତ ମହାବିଦ୍ୟାଳୟ ରହିଛି  | *) ସଂସ୍କୃତ ଶିକ୍ଷାଦାନ ନିମନ୍ତେ ଓଡ଼ିଶାର ୨୩ ଜିଲ୍ଲାରେ ୧୩,୩୩୨ ଟି ସିଟ୍ ରହିଛି | *) କଳା (+୨ Art's) ପରେ ବିଦ୍ୟାର୍ଥୀଙ୍କ ଦ୍ୱିତୀୟ ପସନ୍ଦ ସଂସ୍କୃତ (ଉପଶାସ୍ତ୍ରୀ ) | *) ବାଲେଶ୍ଵର ରେ ସର୍ବାଧିକ ୨୭ଟି , କେନ୍ଦ୍ରାପଡ଼ା ୨୬ଟି , ପୁରୀ ୨୧ଟି ଓ ଯାଜପୁରରେ ୨୧ ଟି ସଂସ୍କୃତ ମହାବିଦ୍ୟାଳୟ ରହିଛି । *) ବୌଦ୍ଧ, ଢେଙ୍କାନାଳ, ଝାରସୁଗୁଡ଼ା, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା , ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଗୋଟିଏ ମଧ୍ୟ ସଂସ୍କୃତ ମହାବିଦ୍ୟାଳୟ ନାହିଁ । *) ଅଧ୍ୟାପକ , ଅଭାବ ଯୋଗୁଁ ପ୍ରତିବର୍ଷ ଛାତ୍ର ଛାତ୍ରୀ ସଂଖ୍ୟା କମିବାରେ ଲାଗିଛି | *) ଓଡ଼ିଶାରେ ସ୍ୱତନ୍ତ୍ର ସଂସ୍କୃତ ଶିକ୍ଷା ବ୍ୟବସ୍ଥା କୁ ଉପଶାସ୍ତ୍ରୀ ବୋଲି କୁହାଯାଏ | *)  ସଂସ୍କୃତ ଭାଷାର ବିକାଶ ପାଇଁ ଓଡିଶାରେ ଗୋଟିଏ ମାତ୍ର ସଂସ୍କୃତ ବିଶ୍ଵବିଦ୍ୟାଳୟ ରହିଛି | *)  ଶ୍ରୀ ଜଗନ୍ନାଥ ବିଶ୍ଵବିଦ୍ୟାଳୟ ୧୯୮୧ ମସିହା ରେ ସଂସ୍କୃତ ଭାଷାର ବିକାଶ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ସ୍ଥାପନ କରିଥିଲେ ।