CM NABINA PATTANAYAK DEDICATED FOR IMPROVEMENT OF SANSKRIT EDUCATION
NOW 167 SANSKRIT COLLEGE IN ODISHA
CM NABINA PATTANAYAK DEDICATED FOR IMPROVEMENT OF SANSKRIT EDUCATION
- ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ଓଡିଶାରେ ଖୋଲିଛି ଭଦ୍ରକ, ନବରଙ୍ଗପୁର, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଖୋଲିଛି ୦୪ଟି ନୂଆ ସଂସ୍କୃତ ମହାବିଦ୍ୟାଳୟ ।
- କେନ୍ଦୁଝର - Shri balauda jeev Sanskrit higher secondary school
- ନବରଙ୍ଗପୁର - Shri Kalinga Vidyapeeth Sanskrit higher secondary school
- ଭଦ୍ରକ - Mita Devi Sanskrit school
- ଦେବଗଡ଼ - Kanta Mukunda Gurukul Sanskrit higher secondary school
- ପୂର୍ବ ବର୍ଷ (୨୦୨୨-୨୩) ଅପେକ୍ଷା ଏହି ବର୍ଷ ସଂସ୍କୃତ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ବଢ଼ିଛି ।
- ମହିଳା ମାନଙ୍କ ନିମନ୍ତେ ରାଜ୍ୟରେ ଚାରୋଟି ସ୍ୱତନ୍ତ୍ର ମହିଳା ସଂସ୍କୃତ ମହାବିଦ୍ୟାଳୟ ରହିଛି ।
Four Sanskrit women's College in Odisha
Baleshwar - Kamla Kumari Sanskrit women higher secondary school
Kendrapara - KC Sanskrit women's College
Baleshwar - simanta Shanti Lata Sanskrit women's higher secondary school
Jagatsinghpur - Saraswati Sanskrit mahila school
- ରାଜ୍ୟରେ ଗୋଟିଏ ସକାଳୁଆ ସଂସ୍କୃତ ମହାବିଦ୍ୟାଳୟ ରହିଛି ।
- ଖୋର୍ଦ୍ଧା ଜିଲ୍ଲାର ଆନନ୍ଦ ଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟରେ ୯୦% ସିଟ୍ ପୁର୍ଣ୍ଣ ହୋଇଛି

टिप्पणियाँ
एक टिप्पणी भेजें